ହାବୁଡ଼ାଇବା, ହାବୁଡ଼େଇବା Hābuṟḍ̠ā(e)ibā
- ଦେ. କ୍ରି— (ହାବୁଡ଼ିବା କ୍ରିୟାର ଣିଜନ୍ତରୂପ) ଦୁଇଟି ବସ୍ତୁକୁ ବା ବ୍ଯକ୍ତିଙ୍କୁ ଆଣି ଏକତ୍ର ଜୁଟାଇବା — To cause two persons or things to meet together
- ଦେ. କ୍ରି— (ହାବୁଡ଼ିବା କ୍ରିୟାର ଣିଜନ୍ତରୂପ) କୌଣସି ବ୍ଯକ୍ତିଙ୍କ ନିକ— ଟରେ କୌଣସି ବସ୍ତୁକୁ ବା ବ୍ଯକ୍ତିକୁ ଆଣି ଉପସ୍ଥିତ କରାଇବା; ପହଞ୍ଚାଇ ଦେବା — To produce a person or thing before a person
- ଦେ. କ୍ରି— (ହାବୁଡ଼ିବା କ୍ରିୟାର ଣିଜନ୍ତରୂପ) ଦୁଇଜଣ ଲୋକଙ୍କୁ ପରସ୍ପର ସମ୍ମୁଖବର୍ତ୍ତୀ କରାଇବା — To cause two persons to comfront each other
- ଦେ. କ୍ରି— (ହାବୁଡ଼ିବା କ୍ରିୟାର ଣିଜନ୍ତରୂପ) ସାମନାରେ ଗୋଟାଏ ବାଧା ରଖି ଗତି ଅଟକାଇ ଦେବା — To stop the motion of a moving thing by putting an obstacle before it