ହାବୁଡ଼ା ପୋଲ Hābuṟḍ̠ā pola

  • ଦେ. ବି — ହାବୁଡ଼ା ଷ୍ଟେସନ୍ ଓ କଲିକତାର ହ୍ୟାରିସନ୍ ରୋଡ଼୍ର ମୁଣ୍ଡକୁ ଯୋଗ କରିଥିବା ହୁଗୁଳୀ ବା ଗଙ୍ଗା ନଦୀ ଉପରେ ନିର୍ମିତ ଭାସମାନ ପୋଲ — The floating pontoon bridge over the Hooghly river connecting Howrah with Calcutta
  • ଦେ. ବି — [ଦ୍ର—ଏହା ଅତି ବୃହତ୍। ଏଥିରେ ସର୍ବଦା ଲକ୍ଷ ଲକ୍ଷ ଲୋକ, ଗାଡ଼ି, ଘୋଡ଼ା, ମଟର୍ ଗାଡ଼ି ଓ ଲରି ଯାତାୟାତ କରେ। ପୋଲର ଫୂକାର ବାଟେ ଛୋଟ ଡଙ୍ଗା ଓ ଷ୍ଟିମର୍ ଚାଲିଯାଏ। କିନ୍ତୁ ବଡ଼ ବଡ଼ ଜାହାଜ ଯିବା ପାଇଁ ତାହା ଦିନକେ ଥରେ ଖୋଲାଯାଏ।]