ହାବୁଡ଼ା ଖେଳ Hābuṟḍ̠ā kheḻa
- ଦେ. ବି — କେଳାମାନଙ୍କର କ୍ରୀଡ଼ାବିଶେଷ — A sort of play played by a Kelā by striking his arms on the flanks with a sound and singing songs with cadence
- ଦେ. ବି — (ଦ୍ର—ଏଥିରେ କେଳା ନିଜର ବାହୁ ତଳକୁ ନିଜର କଙ୍କାଳରେ ସଶବ୍ଦ ଆଘାତ ପୂର୍ବକ ସେହି ଆଘାତଶବ୍ଦର ତାଳ ଅନୁସାରେ ହାବୁଡ଼ା ଗୀତ ବୋଲେ ଓ ନାଚେ।