ହାବିବା Hābibā

  • ଦେ. କ୍ରି (ସମ୍ଭବତଃ ଆ. ହାୱା=ପବନ ପରି ଗତି କରିବା) — ଏକ ସ୍ଥାନରୁ ଅନ୍ୟତ୍ର ଶୀଘ୍ର ଗମନ କରିବା (ଗୋପୀନାଥ ନନ୍ଦ) — To move swiftly from one place to another