ହାବା ଗୋବା Hābā gobā

  • ଦେ. କ୍ରି. ବିଣ — ହେବା ଗେବା; ଏଠେଇଁ ସେଠେଇଁ ହାତ ମାରି ଦେହରେ ତେଲ ବୋଳି ହେବା ପ୍ରକାରେ — (smearing oil over one's body) In an irregular or uneven manner
  • ଦେ. କ୍ରି. ବିଣ — [ଉ—ତେଲ ଲଗେଇବ ହାବା ଗେବା, ଖାଇ ବସିବ ଆଗା। ଶୋଇ ପଡ଼ିଥିବ ଚିତି ହୋଇ, ମାଡ଼ି ବସିଥିବ ଜାଗା— ଢଗ।]
  • ଦେ. କ୍ରି. ବିଣ — ଢିଲମଢିଲା; ହେଳାଦସ୍ତି ବା ଅସୁନ୍ଦର ରୂପେ (କାମ କରିବା) — (doing an act) In a slip- shod or slovenly manner
  • ବିଣ — ଘୁଙ୍ଗା— ଓ ନିର୍ବୁଦ୍ଧିଆ — Dumb and dunce
  • ବିଣ — ସରଳ ଓ ନିର୍ବୋଧ — Simple and foolish; idiotic