ହାଫ୍ ସ୍କୁଲ Hāph-skul

  • ବୈଦେ. ବି (ଇଂ ହାଫ୍ ସ୍କୁଲ୍) — ଶନିବାର ଦିନ ବା ବିଶିଷ୍ଟ ଉପଲକ୍ଷରେ ପ୍ରଥମ 2।3 ଘଣ୍ଟା ପଢ଼ା ହେବା ପରେ ବିଦ୍ୟାଳୟର ଛୁଟି ହୋଇଯିବା — ଶନିବାର ଦିନ ବା ବିଶିଷ୍ଟ ଉପଲକ୍ଷରେ ପ୍ରଥମ23ଘଣ୍ଟା ପଢ଼ା ହେବା ପରେ ବିଦ୍ୟାଳୟର ଛୁଟି ହୋଇଯିବା— Half school