ହାଫ୍ ରେସନ୍ Hāph resan
- ବୈଦେ. ବି (ଇଂ) — ଅସମୟରେ ବା ଅବରୁଦ୍ଧ ଅବସ୍ଥାରେ ବା ବିପଦକାଳରେ ଖାଦ୍ୟଦ୍ରବ୍ୟ ନଅଣ୍ଟ ହେଲେ ସୈନ୍ୟ ମାନଙ୍କୁ ନିର୍ଦ୍ଦିଷ୍ଟ ଖୋରାକିର ଅଧାରେଟ୍ରେ ଦିଆଯିବା ଖୋରାକି — Half ration
- ବୈଦେ. ବି (ଇଂ) — (ଦ୍ର—କେତେକ ସ୍ଥଳରେ ଦଣ୍ଡ ସ୍ୱରୂପ ମଧ୍ୟ ସୈନ୍ୟମାନଙ୍କୁ ହାଫ୍ରେସନ୍ ଦିଆଯାଏ।)