ହାଫ୍ ଟିକେଟ୍ Hāph ṭikeṭ
- ବୈଦେ. ବି (ଇଂ) — ଅଧା ଟିକଟ୍; ପୁରା ଟିକଟ୍ର ଅଧା ମୂଲ୍ୟର ଟିକଟ୍ — Half-ticket
- ବୈଦେ. ବି (ଇଂ) — (ଦ୍ର— 12 ବର୍ଷରୁ ଛୋଟ ପିଲାମାନଙ୍କ ପାଇଁ ଅଧା ମୂଲ୍ୟରେ ରେଳ ଆଦିର ଟିକଟ କିଣାଯାଏ ଓ ସେଥିପାଇଁ ଆଗେ ଖଣ୍ଡେ ଟିକଟ ଚିରା ହୋଇ ଅଧା ଟିକଟ ମିଲୁଥିଲା; ଆଜିକାଲି ଅଧା ଦାମରେ ଗୋଟାଏ ପୁରା ଟିକଟ ମିଳୁଛି।] — (ଦ୍ର—12ବର୍ଷରୁ ଛୋଟ ପିଲାମାନଙ୍କ ପାଇଁ ଅଧା ମୂଲ୍ୟରେ ରେଳ ଆଦିର ଟିକଟ କିଣାଯାଏ ଓ ସେଥିପାଇଁ ଆଗେ ଖଣ୍ଡେ ଟିକଟ ଚିରା ହୋଇ ଅଧା ଟିକଟ ମିଲୁଥିଲା; ଆଜିକାଲି ଅଧା ଦାମରେ ଗୋଟାଏ ପୁରା ଟିକଟ ମିଳୁଛି]
- ବୈଦେ. ବି (ଇଂ) — ରିଟର୍ଣ୍ଣ୍ ଟିକଟର ଗୋଟିଏ ଫାଳ — The left or right half of a return ticket
- ବୈଦେ. ବି (ଇଂ) — ପ୍ଳାଟ୍ଫର୍ମ ଟିକଟର ଗୋଟିଏ ଫାଳ — The left or right half of a platform ticket