ହାଫ୍ ଗିନି Hāph gini

  • ବୈଦେ. ବି (ଇଂ) — ଇଂଲଣ୍ଡ ପ୍ରଚଳିତ ଗିନି ବା ସଭରିନ୍ ନାମକ ସ୍ୱର୍ଣ୍ଣ ମୁଦ୍ରାର ଅର୍ଦ୍ଧ ମୂଲ୍ୟର ସ୍ୱର୍ଣ୍ଣ ମୁଦ୍ରା — Half guinea; half sovereign