ହାଫା କରିବା Hāphā karibā

  • ଦେ. କ୍ରି — କନା ପୁ଼ଡ଼ାକୁ ଆଁ ହୋଇଥିବା ପାଟିରୁ ନିର୍ଗତ ହେଉଥିବା ନିଶ୍ୱାସରେ ମାଡ଼ି ତାକୁ ଆଣି ଜ୍ୱାଳା ହେଉଥିବା ଆଖି ଉପରେ ମାଡ଼ିବା — To press a ball of cloth on the aching eye after yawning or blowing into it