ହାଫ କଚେରି Hāph kacheri

  • ବୈଦେ. ବି (ଇଂ ହାଫ୍ ଓ ଫା, କଚ୍ହରୀ) — ବିଶିଷ୍ଟ ଘଟନା ଉପଲକ୍ଷେ କେତେକ ଘଣ୍ଟା କାମ ହୋଇସାରିବା ପରେ କଚିରିର କର୍ମ ବନ୍ଦ ହେବା — A court or office getting a half holiday on a special occasion