ହାପୁରେଇବା Hāpureibā

  • ଦେ. କ୍ରି (ହାପୁଡ଼ିବା କ୍ରିୟାର ଣିଜନ୍ତ ରୂପ — (The causative form of 'Hāpuṟḍ̠ibā)
  • ଦେ. କ୍ରି ଅନ୍ଯ ଲୋକ ଦ୍ୱାରା ହାପୁଡ଼ିବା କ୍ରିୟା କରାଇବା — To cause another person to sip liquid food with a smacking sound