ହାପୁରିବା Hāpuri bā

  • ଦେ. କ୍ରି (ଧ୍ୱନ୍ୟନୁକରଣ) — ପାଣିଆ ଖାଦ୍ୟକୁ ଶସବ୍ଦ ଶୋଷଣ କରି ଖାଇବା — To Sip liquid food with a smacking sound
  • ଦେ. କ୍ରି (ଧ୍ୱନ୍ୟନୁକରଣ) — (ଉ—କେହୁ ବୋଲଇ ଭଲା ମହୁର ତିଅଣ ହାପୁରିଲାକ୍ଷଣି ସନ୍ତୋଷ କଲା ପ୍ରାଣ—କୃଷ୍ଣସିଂହ, ମହାଭାରତ, ସଭା।)