ହାପୁରାଏ Hāpurāe

  • ଦେ. ବିଣ — ଏକା ଥରକେ ହାପୁରି ହେବା ପରିମିତ — Sufficient for one sip
  • ଦେ. ବିଣ — ଅତି ସାମାନ୍ୟ ପରିମିତ — Little in quantity
  • ଦେ. ବିଣ — (ଉ—ମାଗି ଆଣିଲା ତିଅଣ ହାପୁଡ଼ାଏ। ଢଗ।)
  • ଦେ. ବି — ଏକ ହାପୁଡ଼ା — One sip only
  • ଦେ. ବି — ଅତି ଅଳ୍ପ ପରିମାଣ — A little