ହାପଲ୍ ମାରିବା Hāpal māribā

  • ପ୍ରାଦେ (ଗଞ୍ଜାମ) କ୍ରି — କରତଳ ଦ୍ୱାରା ଫୁଟୁକି ମାରିବା — To clap; to make a clapping sound with the hollowed palm struck on a fleshy part of the body
  • ପ୍ରାଦେ (ଗଞ୍ଜାମ) କ୍ରି — ଆଙ୍ଗୁଠି ଦ୍ୱାରା ଫୁଟୁକି ମାରିବା — To snap with the fingers