ହାନ୍ଦୋଳ Hāndoḻa
- ଦେ. ବି—(ସଂ. ଆନ୍ଦୋଳନ) — ଗୋଳମାଳ — Ado
- ଦେ. ବି—(ସଂ. ଆନ୍ଦୋଳନ) — କଳହ — Quarrel
- ଦେ. ବି—(ସଂ. ଆନ୍ଦୋଳନ) — ଇତସ୍ତତଃ ସଞ୍ଚଳନ; ଆନ୍ଦୋଳନସଂକ୍ଷୋଭ — Moving to and fro; agitation; perturbation
- ଗ୍ରା. ବି (ନାମ) — ହିନ୍ଦୋଳ ରାଜ୍ୟର ଡାକ ନାମ; ଓଡ଼ିଶାର ଗଡ଼ଜାତ ବିଶେଷ — Popular nickname of Hindol, an Orissan State
- ବିଣ (ସଂ ଆନ୍ଦୋଳିତ) ବିକ୍ଷୋଭିତ; ଇତସ୍ତତଃ ସଞ୍ଚାଳିତ — Agitated
- ବିଣ (ସଂ ଆନ୍ଦୋଳିତ) [ଉ—ନିଶ୍ଚଳେ ମୀନ ଚଳୁଥିଲା, ଜଳ ହାନ୍ଦୋଳ କରିଦେଲା। ଜଗନ୍ନାଥ, ଭାଗବତ।]