ହାନ୍ଦୋଳି ହେବା Handoḻi hebā

  • ଦେ. କ୍ରି — ଆନ୍ଦୋଳିତ ହେବା — To be agitated
  • ଦେ. କ୍ରି — ମନର ଇତସ୍ତତଃ ଚିନ୍ତିତ ହୋଇ କର୍ତ୍ତବ୍ୟ ସ୍ଥିର କରି ନ ପାରିବା — To be between the horns of a dilemma
  • ଦେ. କ୍ରି — ଇତସ୍ତତଃ ସଂଚାଳିତ ହେବା — To be moved to and fro