ହାନି କର Hāni kara

  • ସଂ. ବିଣ—(ହାନି+କୃ ଧାତୁ+କର୍ତ୍ତୃ ଅ) — କ୍ଷତିକାରକ; ଯାହା କ୍ଷତି କରାଏ — Causing loss or damage; detrimental; prejudicial