ହାନି Hāni

  • ସଂ. ବି—(ହା ଧାତୁ=ତ୍ୟାଗ କରିବା +ଭାବ ତି) — ଅପ— କାର; ବାଧା — Harm; detriment; prejudice
  • ସଂ. ବି—(ହା ଧାତୁ=ତ୍ୟାଗ କରିବା +ଭାବ ତି) — ନଷ୍ଟି; କ୍ଷତି; ଲୋକସାନ — Loss; damage; injury
  • ସଂ. ବି—(ହା ଧାତୁ=ତ୍ୟାଗ କରିବା +ଭାବ ତି) — କମିଯିବା — Diminishing; abatement
  • ସଂ. ବି—(ହା ଧାତୁ=ତ୍ୟାଗ କରିବା +ଭାବ ତି) — ନାଶ — Destruction
  • ସଂ. ବି—(ହା ଧାତୁ=ତ୍ୟାଗ କରିବା +ଭାବ ତି) — ଅପଚୟ — Waste
  • ସଂ. ବି—(ହା ଧାତୁ=ତ୍ୟାଗ କରିବା +ଭାବ ତି) — ଦୋଷ; ତ୍ରୁଟି — Fault; defect; shortcoming
  • ସଂ. ବି—(ହା ଧାତୁ=ତ୍ୟାଗ କରିବା +ଭାବ ତି) — ନିଷ୍ଫଳ — Want of success; failure
  • ସଂ. ବି—(ହା ଧାତୁ=ତ୍ୟାଗ କରିବା +ଭାବ ତି) — ଗତି — Movement