ହାତ୍ରସ Hāt-ras
- ଦେ. ବ ନାମ] — ଇଷ୍ଟ୍ଇଣ୍ଡିଆନ୍ ରେଲ୍ୱେର କଲିକତାରୁ ଦିଲ୍ଲୀବାଟେ ପଞ୍ଜାବକୁ ଯାଇଥିବା ରେଳ ଲାଇନ୍ର ଗୋଟିଏ ଷ୍ଟେସନ — Hathras; a junction in the East-Indian-Railway main line from Calcutta to the Punjab, from where a branch line goes towards Mathurā and another towards Bereli
- ଦେ. ବ ନାମ] — (ଦ୍ର—ଏହା ଯୁକ୍ତପ୍ରଦେଶର ଆଲିଗଡ଼ ଜିଲ୍ଲାର ଗୋଟିଏ ବାଣିଜ୍ୟକେନ୍ଦ୍ର ନଗର। ଏହା ଆଗ୍ରାର ଉତ୍ତରକୁ 29 ମାଇଲ୍ ଓ ଆଲିଗଡ଼ର ଦକ୍ଷିଣକୁ 21 ମାଇଲ୍ ଦୂର। ଏହିଠାରୁ ମଥୁରାକୁ ଗୋଟିଏ ଛୋଟ ଶାଖାଲାଇନ୍ ଓ ବେରିଲିକୁ ଅନ୍ଯ ଗୋଟିଏ ଲାଇନ୍ ବାଟେ ଯିବାକୁ ହୁଏ। ଏହିଠାରେ ଗଙ୍ଗା ନଦୀରୁ ଆଲିଗଡ଼କୁ ଖୋଳା ହୋଇଥିବା କେନାଲ ଆଲିଗଡ଼ ରାସ୍ତାକୁ ଭେଦ କରିଅଛି।] — (ଦ୍ର—ଏହା ଯୁକ୍ତପ୍ରଦେଶର ଆଲିଗଡ଼ ଜିଲ୍ଲାର ଗୋଟିଏ ବାଣିଜ୍ୟକେନ୍ଦ୍ର ନଗର ଏହା ଆଗ୍ରାର ଉତ୍ତରକୁ29ମାଇଲ୍ ଓ ଆଲିଗଡ଼ର ଦକ୍ଷିଣକୁ21ମାଇଲ୍ ଦୂର ଏହିଠାରୁ ମଥୁରାକୁ ଗୋଟିଏ ଛୋଟ ଶାଖାଲାଇନ୍ ଓ ବେରିଲିକୁ ଅନ୍ଯ ଗୋଟିଏ ଲାଇନ୍ ବାଟେ ଯିବାକୁ ହୁଏ ଏହିଠାରେ ଗଙ୍ଗା ନଦୀରୁ ଆଲିଗଡ଼କୁ ଖୋଳା ହୋଇଥିବା କେନାଲ ଆଲିଗଡ଼ ରାସ୍ତାକୁ ଭେଦ କରିଅଛି]