ହାଥ Hātha

  • ଦେ. ବି—[ସଂ ହସ୍ତ; ପ୍ରା. ହତ୍ଥ; ହାତ୍ଥ; ତୁଳ. ସଂ. ମସ୍ତକରୁ ଓଡ଼ିଆ ମଥା; ବାସ୍ତୁକରୁ ଓଡ଼ିଆ ବଥୁଆ (ଶାଗ)] — ହସ୍ତ; ହାତ — Hand
  • ଦେ. ବି—[ସଂ ହସ୍ତ; ପ୍ରା. ହତ୍ଥ; ହାତ୍ଥ; ତୁଳ. ସଂ. ମସ୍ତକରୁ ଓଡ଼ିଆ ମଥା; ବାସ୍ତୁକରୁ ଓଡ଼ିଆ ବଥୁଆ (ଶାଗ)] — [ଉ—ବୋଇଲା ମୋର ହାଥଧରି, ତୋ ଘରେ ନ କରିବି ଚୋରୀ—ଭୂପତି, ପ୍ରେମ ପଞ୍ଚାମୃତ]