ହାତ୍ର Hātra

  • ସଂ. ବି—(ହା ଧାତୁ=ତ୍ୟାଗ କରିବା+କର୍ମ. ତ୍ର) — ବେତନ; ଦରମା (ସିଦ୍ଧାନ୍ତ କୌମୁଦୀ) — Salary; pay
  • ସଂ. ବି—(ହା ଧାତୁ=ତ୍ୟାଗ କରିବା+କର୍ମ. ତ୍ର) — (+କରଣ ତ୍ର) ପ୍ରମଥନ; ମନ୍ଥିବା (ସଂକ୍ଷିପ୍ତ ସାର) — Agitating; disturbing
  • ସଂ. ବି—(ହା ଧାତୁ=ତ୍ୟାଗ କରିବା+କର୍ମ. ତ୍ର) — (+ଭାବ. ତ୍ର) ମରଣ (ସଂକ୍ଷିପ୍ତସାର) — Death
  • ସଂ. ବି—(ହା ଧାତୁ=ତ୍ୟାଗ କରିବା+କର୍ମ. ତ୍ର) — (+କର୍ତ୍ତୃ ତ୍ର) ରାକ୍ଷସ (ସଂକ୍ଷିପ୍ତସାର) — Demon
  • ସଂ. ବି—(ହା ଧାତୁ=ତ୍ୟାଗ କରିବା+କର୍ମ. ତ୍ର) — (+ ଭାବ. ତ୍ର) ଆଘାତ କରିବା; କ୍ଷତି କରିବା — Injuring (Apte); hurting
  • ସଂ. ବି—(ହା ଧାତୁ=ତ୍ୟାଗ କରିବା+କର୍ମ. ତ୍ର) — (+କରଣ ତ୍ର) ମାରଣ; ବଧ — Killing (Apte); murder;