ହାତେ ଲମ୍ବ Hāte lamba

  • ଦେ. ବିଣ — ଲମ୍ବରେ ଏକ ହାତ ପରିମିତ — One cubit long
  • ବି — ଏକ ହାତ ପରିମିତ ଦୈର୍ଘ୍ୟ — Length of one cubit
  • ବି — [ଦ୍ର—ଏହିପରି ହାତେ ଉଚ୍ଚ(ଞ୍ଚ), ହାତେ ଚଉଡ଼ା, ହାତେ ଓସାର, ହାତେ ମୋଟ(ଟା), ହାତେ ଗଭୀର ଆଦି ହୁଏ।]