ହାତିରାମ୍ Hātirām
- ଦେ. ବି. ପୁଂ — (ବ୍ୟଙ୍ଗ୍ୟ)—ହାତିପରି ସ୍ଥୂଳକାୟ ବ୍ଯକ୍ତି — (ironical) Fat or corpulent person
- ଦେ. ବି. ପୁଂ — ହାତିପରି ଗମ୍ଭୀର ସ୍ୱଭାବ ବ୍ଯକ୍ତି — A person of calm temperament
- ଦେ. ବି. ପୁଂ — ହାତିପରି ଧୀର ମନ୍ଥର ଗମନଶୀଳ ବ୍ଯକ୍ତି — A person of slow gait (compared to an elephant)