ହାତିଦାନ୍ତ ପଲଙ୍କ Hātidānta palaṅka

  • ଦେ. ବି—(ସଂ. ହସ୍ତିଦନ୍ତ ଓ ପର୍ଯ୍ୟଙ୍କ) — ଯେଉଁ ପଲଙ୍କର ବାଡ଼ଆଦିରେ ହାତିଦାନ୍ତର ପାତିଆ ଛୁଆଣି ବା ଖଚିତ ହୋଇଥାଏ — A bedstead set with layers of thin ivory