ହାତିଆ ଯାଦୁ Hātiā jādu

  • ଦେ. ବି (ସଂ. ହସ୍ତୀ+ଦଦ୍ରୁ)—(ଏଥିରେ ଆକ୍ରାନ୍ତ ଶରୀରର ଚର୍ମ ହାତିର ଚର୍ମ ପରି ମୋଟା ହେବାରୁ) — ଏକ ପ୍ରକାର ଦୁରାରୋଗ୍ୟ ଦଦ୍ରୁ — A sort of ring worm; sceloderma; scelerema