ହାତିଆ କାଙ୍କଡ଼ Hātiā kāṅkaṟḍ̠a
- ଦେ. ବି — (ଏହା ସାଧାରଣ କାଙ୍କଡ଼ଠାରୁ ବଡ଼ ଥିବାରୁ ସଂ. ନାମ—ବନ୍ଧ୍ୟାକର୍କୋଟକୀ)— କାଙ୍କଡ଼ପରି ଏକ ପ୍ରକାର ବଡ଼ ଫଳ — A sort of cucurbitaceous fruit; Memordica Dioicicamale
- ଦେ. ବି — [ଦ୍ର—ବୈଦ୍ଯକ ମତରେ ଏହା ଲଘୁ, ବ୍ରଣଶୋଧକ, ତୀକ୍ଷ୍ଣ ଏବଂ କଫ ସର୍ବବିଷ, ବିସର୍ପ ଓ ବିଷନାଶକ—ଦ୍ରବ୍ଯଗୁଣ ଅଭିଧାନ]