ହାତି ଶାଳ Hāti ṡāḻa
- ଦେ. ବି—(ସଂ. ହସ୍ତିଶାଳା) — ପୋଷା ହାତିଙ୍କ ରହିବା ପାଇଁ ବ୍ଯବହୃତ ବଡ଼ ଘର — A big shed for housing an elephant
- ଦେ. ବି—(ସଂ. ହସ୍ତିଶାଳା) — [ଦ୍ର—ହାତିଶାଳ ଭାଙ୍ଗିଗଲେ କି ମେଣ୍ଢା ଶାଳକୁ ଯୋଗ୍ୟ ନୁହେଁ—ପ୍ରବଚନ। ହାତିପରି ବଡ଼ ଜୀବର ଶାଳ ଭାଙ୍ଗିଗଲେ ତାହା ସିନା ହାତିର ରହିବା ପାଇଁ ଯୋଗ୍ୟ ହୁଏ ନାହିଁ; କିନ୍ତୁ ତହିଁରେ ଅନାୟାସରେ ବହୁ ମେଷ ରହି— ପାରନ୍ତି। ଧନଶାଳୀ ବ୍ଯକ୍ତିଙ୍କର ବିଭବ କ୍ଷୟ ହେଲେ ଉକ୍ତ କ୍ଷୟପ୍ରପ୍ତ ଅବସ୍ଥା ଧନୀ ବ୍ଯକ୍ତିଙ୍କ ଚଳାଚଳ ପକ୍ଷରେ ଯଥେଷ୍ଟ ହୁଏ ନାହିଁ, କିନ୍ତୁ ତାହା ଗରୀବ ଲୋକଙ୍କ ଚଳାଚଳ ପକ୍ଷରେ ଯଥେଷ୍ଟ ହୁଏ; ଏହି ସ୍ଥଳରେ ଏ ପ୍ରବଚନର ପ୍ରୟୋଗ କରାଯାଏ।]