ହାତି ଲଦନ Hāti ladana
- ଦେ. ବି — ଶୋଲ୍ ଓ କୁଟାଆଦି ପୂର୍ଣ୍ଣ ଅଖାର ଚାରି— କୋଣିଆ ଗଦି (ଯାହା ହାତି ଉପରେ ପକାଯାଏ) — A pack-saddle put on the back of an elephant
- ଦେ. ବି — [ଦ୍ର—ହାତିର ପିଠିରେ ପ୍ରଥମେ ଲଦନ ଭିଡ଼ା ହେବା ପରେ ତହିଁ ଉପରେ କଠଲା ବା ହାଉଦା ସ୍ଥାପିତ ହୋଇ କଷାଯାଏ। ଲଦନର ପୃଷ୍ଠ ସମତୁଲ ହୋଇଥାଏ; କିନ୍ତୁ ଲଦନର ଗର୍ଭକୁ ହାତିର ମେରୁହାଡ଼ ଲାଗିବା ଅଂଶରେ ଶୂନ୍ଯ କରି ତିଆରି କରାଯାଇ ଥାଏ।]