ହାତି ମଡ଼େଇବା Hāti maṟḍ̠eibā

  • ଦେ. କ୍ରି — (ପୂର୍ବେ ରାଜା— ମାନଙ୍କଦ୍ୱାରା ଅପରାଧୀମାନଙ୍କୁ ଦିଆଯିବା ଦଣ୍ଡ ବିଶେଷ) ଅପରାଧୀ ଉପରେ ହାତିକୁ ଚଢ଼ାଇ ହାତିର ଗୋଡ଼ଦ୍ୱାରା ତାକୁ ଦଳାଇ କରି ମାରିଦେବା — To kill a person by causing him to be trodden on by an elephant