ହାତି ମେଟ Hāti meṭa

  • ଦେ. ବି—(ସଂ. ହସ୍ତୀ ଓ ଇଂ ମେଟ୍) — ହାତିର ଖାଇବା ଓ ଗୋଧୋଇବା ଆଦିରେ ହାତି ମାହୁନ୍ତକୁ ସାହାଯ୍ୟ କରିବା ନିମନ୍ତେ ନିଯୁକ୍ତ ଭୃତ୍ୟ — A mate or attendant kept for helping the elephant-driver in looking after an elephant