ହାତି ବୋଇତ Hāti boita

  • ଦେ. ବି [ସଂ. ହସ୍ତୀ+ବହିତ୍ର] — ସମୁଦ୍ରରେ ହାତିଙ୍କୁ ବୋହିନେବା ସକାଶେ ପ୍ରସ୍ତୁତ ଜାହାଜ — A ship to carry elephants on it in the ocean
  • ଦେ. ବି [ସଂ. ହସ୍ତୀ+ବହିତ୍ର] — [ଦ୍ର—ଖାରବେଳ ଯେଉଁ 'ହାତି ବୋଇତ' ମାନ ପାଣ୍ଡ୍ୟ ରାଜାଙ୍କଠାରୁ ଅଧିକାର କରିଥିଲେ ସେମାନ ଆଶ୍ଚର୍ଯ୍ୟଜନକ ଥିଲା। କଳିଙ୍ଗ ବଣିକମାନେ ଏହି ବୋଇତ ଚଳାଉ— ଥିଲେ—କୃପାସିନ୍ଧୁ, ଉତ୍କଳ ଇତିହାସ।]