ହାତି ପେଟ Hāti peta
- ଦେ. ବି — ହାତିର ଗର୍ଭ — The belly of an elephant
- ଦେ. ବି — (ତୁଳନାର୍ଥକ) ବଡ଼ ପେଟ; ଥନ୍ତଲ ପେଟ — Pot-belly
- ଦେ. ବି — (ତୁଳନାର୍ଥକ) ଯେଉଁ ମନୁଷ୍ୟର ଗର୍ଭରେ ବହୁତ ଖାଦ୍ୟ ପଶେ — The belly of a man belly of an elephant)
- ଦେ. ବି — [ଲକ୍ଷଣାର୍ଥ] ଯେଉଁ ବ୍ଯକ୍ତିର ପେଟରେ ବା ମନରେ ଅନେକ ଗୁପ୍ତ କଥା ପ୍ରଘଟ ନ ହୋଇ ରହେ — (figurative) The mind of a person who hears many things but divulges nothing