ହାତି ପହ୍ଲ Hāti pahla

  • ଦେ. ବି—(ସଂ. ହସ୍ତୀ+ପାଲି=ପଂକ୍ତି) ବନ୍ୟ ହସ୍ତୀମାନଙ୍କର ସଂଘବଦ୍ଧ ଦଳ — Horde or herd of wild elephants
  • ଦେ. ବି—(ସଂ. ହସ୍ତୀ+ପାଲି=ପଂକ୍ତି) [ଦ୍ର—ପ୍ରତ୍ୟେକ ପଲରେ ଗୋଟିଏ ବୃଦ୍ଧ ବଳବାନ୍ ଦନ୍ତାହାତି ଅଧିପତି ଥାଏ; ସେ ଆଗେ ଆଗେ ଯାଉଥାଏ ଓ ଦଳର ଅନ୍ଯ ହାତିମାନେ ତାହର ପଛେ ପଛେ ଯାଉଥାଆନ୍ତି। ହାତି ଛୁଆ ଓ ହାତୁଣୀମାନେ ପଲର କେନ୍ଦ୍ରରେ ଥାଆନ୍ତି ଓ ତାଙ୍କ ଚାରିପାଖେ ଅନ୍ଯ ବଳିଷ୍ଠ ହାତିମାନେ ଘେରିଥାଆନ୍ତି।]