ହାତି ପଲାସିବା Hāti palāsibā

  • ଦେ. ବି — ହାତିର ଦ୍ରୁତଗତି (ପାହୁଲିବା ଓ ଧପାଲିବାର ମଧ୍ୟବର୍ତ୍ତୀ ଗତି) — Swift motion of an elephant (midway between walking and running)
  • ଦେ. ବି — [ଦ୍ର—ହାତିଚାଲି ତଳେ ଚୀକା ଦେଖ।]