ହାତି ଦେବା ଛତି ଦେବା Hāti debā chhati debā
- ଦେ. କ୍ରି — କୌଣସି ବ୍ଯକ୍ତିଙ୍କୁ ବହୁ ମୂଲ୍ୟବାନ୍ ଜିନିସ ଦେବା — To give great gifts to a person
- ଦେ. କ୍ରି — କୌଣସି ବ୍ଯକ୍ତିକୁ ବହୁ ମୂଲ୍ୟବାନ୍ ବସ୍ତୁ ପାରିତୋଷିକ ଦେବାପାଇଁ ଅଙ୍ଗୀକାର କରିବା — To promise to give great gifts to a person