ହାତି ଝୁଲ Hāti jhula

  • ଦେ. ବି — ହାତିର ଲଦନ ଉପରେ ଢଙ୍କାଯିବା ଚାରିକୋଣିଆ ମୋଟ ଆସ୍ତରଣ — The square trapping put on an elephant
  • ଦେ. ବି — (ଦ୍ର—ଏହା ହାତିର କଡ଼ରେ ଭୂମିରୁ 1 ୳। 2 ଫୁଟ ଉଚ୍ଚରେ ଝୁଲୁଥାଏ।) — (ଦ୍ର—ଏହା ହାତିର କଡ଼ରେ ଭୂମିରୁ1୳2ଫୁଟ ଉଚ୍ଚରେ ଝୁଲୁଥାଏ)