ହାତି ଚୋକ୍ Hāti chok

  • ବୈଦେ. ବି—(ଇଂ. ଆର୍ଟିଚୋଜ୍) — ସୂର୍ଯ୍ୟମୁଖି ତୁଲ୍ୟ ବୃକ୍ଷବିଶେଷର ଗଣ୍ଡିରୁ ବାହାରିବା ଆଳୁପରି ଏକ ପ୍ରକାର ଖାଦ୍ୟ — Artichoke; (tuberous) potato-like scales of the plant Helianthus Tuberosa
  • ବୈଦେ. ବି—(ଇଂ. ଆର୍ଟିଚୋଜ୍) — [ଦ୍ର—ଏହା ବିଲାତରୁ ଆମଦାନି ହୋଇ ଏ ଦେଶରେ ଫଳ ଓ କୋବି ପରି ରନ୍ଧାଯାଇ ଖିଆଯାଏ।]