ହାତି ଚଳାଇବା Hāti chaḻāibā

  • ଦେ. କ୍ରି—(ସଂ. ହସ୍ତୀ+ଚଳ ଧାତୁ ଣିଚ ଚାଳି ଧାତୁ) — ମାହୁନ୍ତ ରୂପେ ହସ୍ତୀକୁ ଚାଳିତ କରିବା — To drive an elephant