ହାତି କାନ୍ଧରେ ବସିବା Hāti kandhare basibā
- ଦେ. କ୍ରି — ହାତିର ବେକ ଉପରେ (ମାହୁନ୍ତ) ବସିବା — To sit on the shoulder of an elephant (said of the driver)
- ଦେ. କ୍ରି — (ଲକ୍ଷଣାର୍ଥ) ମହତ୍ ଲୋକଙ୍କ ଆଶ୍ରୟ ଧରିବା; କୌଣସି ବଡ଼ ଲୋକଙ୍କଠାରେ ଶରଣାପନ୍ନ ହେବା — (figurative) To take the shelter of a great person