ହାତି ଆଙ୍କୁଶି Hāti āṅkuṡi

  • ଦେ. ବି (ସଂ. ହସ୍ତୀ ଓ ଅଙ୍କୁଶ) — ଗଜବାଙ୍କ; ହାତିକୁ ଚାଳିତ କରିବା ପାଇଁ ବ୍ଯବହୃତ ବକ୍ରାଗ୍ର ଲୌହ ଦଣ୍ଡ — A hooked iron rod used in goading or driving elephants
  • ଦେ. ବି (ସଂ. ହସ୍ତୀ ଓ ଅଙ୍କୁଶ) — ଏକ ପ୍ରକାର କଣ୍ଟକଯୁକ୍ତ ଲତାଳିଆ ଗଛ — A sort of thorny plant having hooked thorns; Pisonia Aculeata
  • ଦେ. ବି (ସଂ. ହସ୍ତୀ ଓ ଅଙ୍କୁଶ) — [ଦ୍ର—ଏହା ଉଚ୍ଚରେ 20 ହାତ ପର୍ଯ୍ୟନ୍ତ ବଢ଼ି ଅନ୍ଯ ଗଛରେ ମାଡ଼େ ଓ ଏହାର କଣ୍ଟାମାନ ହାତି ଆଙ୍କୁଶ ଭଳି ବକ୍ରାଗ୍ର।] — [ଦ୍ର—ଏହା ଉଚ୍ଚରେ20ହାତ ପର୍ଯ୍ୟନ୍ତ ବଢ଼ି ଅନ୍ଯ ଗଛରେ ମାଡ଼େ ଓ ଏହାର କଣ୍ଟାମାନ ହାତି ଆଙ୍କୁଶ ଭଳି ବକ୍ରାଗ୍ର]