ହାତାହାତି Hātā hāti

  • ଦେ. ବି—(ସଂ. ହସ୍ତାହସ୍ତି) — ଏକ ହସ୍ତରୁ ଅନ୍ଯ ହସ୍ତକୁ ହସ୍ତାନ୍ତରକରଣ — Transfer of any thing from hand to hand
  • ଦେ. କ୍ରି. ବିଣ — (ସଂ. ହସ୍ତାହସ୍ତି) ଦୁଇଜଣଙ୍କ ମଧ୍ୟରେ ହାତଦ୍ୱାରା ଯୁଦ୍ଧ ଓ ପରସ୍ପର ଆକ୍ରମଣ ଓ ପ୍ରହାର — Mutual fight with the hands; hand-to-hand fight