ହାତରେ Hātare

  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — ହସ୍ତରେ — In the hand
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — (ଉ—ପୁଅ ହାତରେ ପିଠା ଦେଲେ ତିନି ଜଣ ବୋଧ—ଢଗ।)
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — ନିଜର ଅଧିକାରରେ — In one's own possession
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — (ଅମୁକର) ପରାମର୍ଶ ଦ୍ୱାରା ଚାଳିତ ହେବା ଅବସ୍ଥାରେ — In the state of being guided by the advice of
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — (ଯଥା—ରାଜା ବର୍ତ୍ତମାନ 16 ପଣ ଦେବାନଙ୍କ ହାତରେ ଅଛନ୍ତି।) — (ଯଥା—ରାଜା ବର୍ତ୍ତମାନ16ପଣ ଦେବାନଙ୍କ ହାତରେ ଅଛନ୍ତି)
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — ନିଜ କର୍ତ୍ତୃତ୍ୱରେ — Under one's control or mastery
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — [ଉ—ଭଣ୍ଡାରି ହାତରେ ପଡ଼ିଛି ଚୁଟି, ଯେଣିକି ଝିଙ୍କଇ ତେଣିକି ଉଠି—ଢଗ।]
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — ନିଜର କର୍ତ୍ତୃତ୍ୱର ବଶୀଭୂତ ହୋଇ — Under one's authority or disposal
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — (ଯଥା—ମୋ ହାତରେ ବର୍ତ୍ତମାନ 10 ଜଣ ଲୋକ ଅଛନ୍ତି।) — (ଯଥା—ମୋ ହାତରେ ବର୍ତ୍ତମାନ10ଜଣ ଲୋକ ଅଛନ୍ତି)
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — (ଅମୁକର) ହାତ ଦ୍ୱାରା ମାପିଲେ — Measured by the hand of
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — [ଦ୍ର—ଯେଝା ହାତରେ ଯେ ଚଉଦ ପା— ପ୍ରବଚନ—ଅର୍ଥାତ୍, ପ୍ରତ୍ୟେକ ବ୍ଯକ୍ତିର ଶରୀରକୁ ଚାହିଁ ସେହି ଅନୁପାତରେ ତାହାର ହସ୍ତପଦାଦି ଅଙ୍ଗ ପ୍ରତ୍ୟଙ୍ଗ ଈଶ୍ୱର ଗଢ଼ି ଥାଆନ୍ତି ଓ ପ୍ରତ୍ୟେକ ବ୍ଯକ୍ତିର ଉଚ୍ଚତା ତାହାର ନିଜର ହାତରେ ମାପିଲେ 3 ୳ ହାତ ଥିବା ଦେଖାଯାଏ। କୌଣସି ସମାଜରେ ସମସ୍ତେ ନିଜନିଜକୁ ବଡ଼ ଲୋକ ବା ନେତା ବୋଲି ଜ୍ଞାନ କଲେ ଏ ପ୍ରବଚନ ବ୍ଯବହୃତ ହୁଏ। ଯେବେ ପ୍ରତ୍ୟେକ ବ୍ଯକ୍ତି ମନେ ମନେ ବିଚାରନ୍ତି ଯେ, "ମୋ ହାତରେ ମୁଁ ଚଉଦ ପା" ଅର୍ଥାତ୍' ଏଠାରେ ମୋଠାରୁ କେହି ବଡ଼ ନାହିଁ, ଅତଏବ ଏମାନଙ୍କ ମଧ୍ୟରେ ମୋର ନେତା ହେବା ଭଳି ଲୋକ କେହି ନାହିଁ, ତେବେ ଏ ପ୍ରବଚନ ବୋଲାଯାଏ।] — [ଦ୍ର—ଯେଝା ହାତରେ ଯେ ଚଉଦ ପା— ପ୍ରବଚନ—ଅର୍ଥାତ୍, ପ୍ରତ୍ୟେକ ବ୍ଯକ୍ତିର ଶରୀରକୁ ଚାହିଁ ସେହି ଅନୁପାତରେ ତାହାର ହସ୍ତପଦାଦି ଅଙ୍ଗ ପ୍ରତ୍ୟଙ୍ଗ ଈଶ୍ୱର ଗଢ଼ି ଥାଆନ୍ତି ଓ ପ୍ରତ୍ୟେକ ବ୍ଯକ୍ତିର ଉଚ୍ଚତା ତାହାର ନିଜର ହାତରେ ମାପିଲେ3୳ ହାତ ଥିବା ଦେଖାଯାଏ କୌଣସି ସମାଜରେ ସମସ୍ତେ ନିଜନିଜକୁ ବଡ଼ ଲୋକ ବା ନେତା ବୋଲି ଜ୍ଞାନ କଲେ ଏ ପ୍ରବଚନ ବ୍ଯବହୃତ ହୁଏ ଯେବେ ପ୍ରତ୍ୟେକ ବ୍ଯକ୍ତି ମନେ ମନେ ବିଚାରନ୍ତି ଯେ, "ମୋ ହାତରେ ମୁଁ ଚଉଦ ପା" ଅର୍ଥାତ୍' ଏଠାରେ ମୋଠାରୁ କେହି ବଡ଼ ନାହିଁ, ଅତଏବ ଏମାନଙ୍କ ମଧ୍ୟରେ ମୋର ନେତା ହେବା ଭଳି ଲୋକ କେହି ନାହିଁ, ତେବେ ଏ ପ୍ରବଚନ ବୋଲାଯାଏ]
  • ଦେ. ଅ (ବିଶେଷ୍ୟର ସପ୍ତମୀ ବା 3 ୟା ବିଭକ୍ତି) — ଦେହି; ଦ୍ୱାରା — By; by the agency of