ହାତରେ ରଖିବା Hātare rakhibā

  • ଦେ. କ୍ରି — (ଧନାଦି) ନିଜର ନିକଟରେ ଗଚ୍ଛିତ ରଖିବା — To save money; to keep some money in one's hands
  • ଦେ. କ୍ରି — (କୌଣସି ମନୁଷ୍ୟକୁ) ନିଜର କର୍ତ୍ତୃତ୍ୱରେ ରଖିବା — To keep a person under one's control