ହାତରେ ମନିଷ କରିବା Hātare manisha karibā
- ଦେ. କ୍ରି — ନିଜେ ଯତ୍ନ ଓ ଲାଳନ ପାଳନ କରି ଶିଶୁକୁ ଭଲ ମଣିଷରେ ପରିଣତ କରିବା — To bring up a child to be a good man
- ଦେ. କ୍ରି — ଶିଶୁକାଳରୁ ସାବାଳକ ହେବା ପର୍ଯ୍ୟନ୍ତ କୌଣସି ଶିଶୁକୁ ପାଳିବା — To bring up a child from infancy to adolescence