ହାତରେ ପାଞ୍ଚ Hātare pān̄cha

  • ଦେ. ବି — ଅବଶିଷ୍ଟ ସମ୍ବଳ — One's remaining property
  • ଦେ. ବି — ଅସମୟର ସମ୍ବଳ; ଶେଷ ଭରସା — One's last resource
  • ଦେ. ବି — (ତାସ୍ ଖେଳ) ଶେଷପିଠିରେ ଖେଳାଳିକୁ ମିଳିବା ତାସ — Trump card
  • ଦେ. ବି — [ଦ୍ର—ତାସ ଖେଳରେ ଯେଉଁ ପକ୍ଷର ଖେଳାଳି ଶେଷ ପିଠିକ ତାସ ଜିତି ନିଅନ୍ତି ତାହାଙ୍କର ହାତରେ ପାଞ୍ଚ ହୁଏ ଓ ସେଥିପାଇଁ ଗ୍ରାବୁ ଖେଳରେ ତାଙ୍କୁ ଅଧିକ 5 ଟି ନମ୍ବର ବେଶି ଦିଆଯାଏ। ଯାହାଙ୍କୁ ଖେଳରେ ଅଧିକ ନମ୍ବର ବେଶି ମିଳି ନ ଥାଏ ତାହାଙ୍କର ଆଶାଥାଏ ଯେ, ତାଙ୍କର ହାତରେ ପାଞ୍ଚ ରହି ଗଲେ ତାଙ୍କର ଜିତାପଟ ହୋଇ ପାରେ।] — [ଦ୍ର—ତାସ ଖେଳରେ ଯେଉଁ ପକ୍ଷର ଖେଳାଳି ଶେଷ ପିଠିକ ତାସ ଜିତି ନିଅନ୍ତି ତାହାଙ୍କର ହାତରେ ପାଞ୍ଚ ହୁଏ ଓ ସେଥିପାଇଁ ଗ୍ରାବୁ ଖେଳରେ ତାଙ୍କୁ ଅଧିକ5ଟି ନମ୍ବର ବେଶି ଦିଆଯାଏ ଯାହାଙ୍କୁ ଖେଳରେ ଅଧିକ ନମ୍ବର ବେଶି ମିଳି ନ ଥାଏ ତାହାଙ୍କର ଆଶାଥାଏ ଯେ, ତାଙ୍କର ହାତରେ ପାଞ୍ଚ ରହି ଗଲେ ତାଙ୍କର ଜିତାପଟ ହୋଇ ପାରେ]
  • ଦେ. ବି — ଭବିଷ୍ୟତ ଆବଶ୍ୟକ ବା ବିପଦ ପାଇଁ ସଞ୍ଚିତ ଶେଷ ଉପାୟ — A thing kept for moments of danger or necessity