ହାତର କଥା Hātara kathā
- ଦେ. ବି — ନିଜର କର୍ତ୍ତୃତ୍ୱାଧୀନ ବିଷୟ — A matter within one's control
- ଦେ. ବି — ନିଜକୃତ ବିଷୟ — A matter of one's doing
- ଦେ. ବି — ନିଜର ଅଧିକାର ବା ସ୍ୱାମିତ୍ୱଭୁକ୍ତ ବିଷୟ — A matter under one's jurisdiction or authority
- ଦେ. ବି — ଶକ୍ତି ଦ୍ୱାରା ସାଧନୀୟ ବିଷୟ; ସାଧ୍ୟ ବିଷୟ — Anything within one's capacity or power