ହାତତାଳି ଦେବା Hāta tāḻi debā

  • ଦେ. କ୍ରି — [ଦ୍ର—ପରକୁ ଉପହାସ କରିବା ବେଳେ ବା ସଭାରେ ବକ୍ତାଙ୍କୁ ପ୍ରଶଂସା କରିବା ବେଳେ ବା ବହୁ ଲୋକଙ୍କ ଦ୍ୱାରା କୌଣସି ପ୍ରସ୍ତାବ ଅନୁ- ମୋଦିତ ହେବାବେଳେ ଲୋକେ ହାତତାଳି ମାରନ୍ତି।]