ହାତଗୋଡ଼ ରହିଯିବା Hāta goṟḍ̠a rahij̄ibā

  • ଦେ. ବି — କ୍ଳାନ୍ତିଯୋଗୁଁ ହାତର ଓ ଗୋଡ଼ର କାର୍ଯ୍ୟ କରିବାର ଶକ୍ତି ରହିତ ହେବା — Loss of the power of movement owing to over exertion