ହାତଗୋଡ଼ ବନ୍ଧା Hāta goṟḍ̠a bandhā
- ଦେ. ବିଣ — ପରାଧୀନତା ଯୋଗୁଁ ଅକ୍ଷମ ବା ଉପାୟ— ହୀନ — Powerless owing to one's subordination or subserviency
- ବି — କୌଣସି ବିଷୟରେ ନିଜର ଅନାୟତ୍ତ ବା ଉପାୟହୀନ ହେବା ଅବସ୍ଥା — The state of having no resources
- ବି — ପରର ଅଧୀନତା ଯୋଗୁଁ କୌଣସି କାର୍ଯ୍ୟ କରିବାକୁ ଅକ୍ଷମତା — Utter powerlessness to do a thing
- ବି — ନିଜର ସ୍ୱାଧୀନତା ରାହିତ୍ୟ — Loss of one's freedom of action